All India Adivasi Cultural & Tradition Organization.
🌹🌹🙏🙏🙏🌹🌹
Congratulations
..............
ଧନ କାହାପାଇଁ ରଖିବୁ ସଞ୍ଚି ,
କେତେକାଳ କିଏ ରହୁଛି ବଞ୍ଚି ,
ଯେତେ କରୁଥିବ ଦାନ ,
ପୁର୍ଣ୍ୟ ବେଳେ ମନ ନିର୍ମଳ ,
ହୋଇବ ସେତିକି ବଢିବ ଧନ ...l
ଜୀବନର ଖେଳ ଘର ,ହଇଯିବ ଦିନେ ଶେଷ l ପ୍ରାଣ ପକ୍ଷୀ ଉଡିଯିବ ,ପଡ଼ିଥିବ ଶୁନ୍ୟ ଘଟ lll ବୃଥା ଗର୍ବ ଅଭିମାନ ,ଧନ ,ଜନ ,ଯଉବନ ,ଅସାର ଭୋଗ ବାସନା ,ଜଗତିକ ସୁଖ ନାନା ;ସବୁ ମିଛ ପ୍ରହେଳିକା ,ସେ ମାୟା ସପନ ତେଜ llll
ଏ ଦୁନିଆଟା ତୋ ଗୋଟିଏ ଛକାପଞ୍ଝାର ଖେଳ ଘର ସମାନ ---ମୁଁ ଏଥିରେ ହାରିଯାଇଛି l
କିଛି ଭଲ କାର୍ଯ୍ୟ କରି କୀର୍ତ୍ତି ହାସଲ କରିବା
ହୋ ସମାଜ ସେବା କାର୍ଯ୍ୟ ରେ ଆଗେଇ ଆସୁଥିବା ଭାଇ, ଭଉଣୀ ଓ ନବଯୁବ ଫିଢ଼ୀ ସ୍ୱାଗତମ
କିଛି ସମାଜ ପାଇଁ କାମ କରିବା...
ଆସନ୍ତୁ ଆପଣ ମାନେ.... 🌹🌹🌹🌹🙏🙏🙏💕
Thanks you